Ep-5 ଦୀର୍ଘ ଦିନ ପରେ ଯେତେବେଳେ ଆମେ କାହାକୁ ଭେଟିବା ସେତେବେଳେ କ'ଣ କହିବା ?
What to say when we meet someone/ somebody after a long day? କେମିତି ଅଛନ୍ତି, କେମିତି ଅଛ? How are you? କଣ ନୂଆ? What's new? / What is new? କଣ ଚାଲିଛି? What's up? / What is up? ତୁମେ କୋଉଠିକୁ ଯାଇଥିଲ? Where have you been? ତୁମେ କେମିତି ଅଛ? How have you been? ବହୁତ ଦିନ ହେଲା ଦେଖା ନାହିଁ? Long time, No see! ତୁମର ଜୀବନ କେମିତି ଅଛି? How's life? / How is life? ସବୁକିଛି କେମିତି ଅଛି? How is everything? ତୁମେ କେମିତି କରୁଛ?/ ଆଉ କେମିତି ସବୁ କାମ ଚାଲିଛି ? How are you doing? Remember : ପରିସ୍ଥିତି ବାର୍ତ୍ତାଳାପ ଏକ ଅତି ସୁନ୍ଦର ଇଂରାଜୀ ବାକ୍ୟାଂଶ, ଯାହା ଆମକୁ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ କହିବାକୁ ସାହାଯ୍ୟ କରିବ | ଏହା ସଠିକତା ପ୍ରକାଶ କରେ ଏବଂ ଆମର ଯୋଗାଯୋଗର ଦକ୍ଷତା ଗଠନ କରେ | Reply: କେମିତି ଅଛନ୍ତି, କେମିତି ଅଛ? How are you? = I am fine. Thank you. କଣ ନୂଆ ଖବର ? What's new? / What is new? = As usual, nothing new...etc. କଣ ଚାଲିଛି / କଣ ଖବର ? What's up? / What is up? = All is well, Things are ok...etc. ତ...